80s toys - Atari. I still have
kkallol.xtgem.com

• ଏଇ ସହରର ମୁଁ ଜନେ ଦୁର୍ଭିକ୍ଷ ସୌଦାଗର •

ମୋର ସାର୍ଟ ତଳେ
ଟୋପ-ଟୋପ କରି ରକତ ଝରୁଛି
ଏଇ ସହରର ମୁଁ ଜନେ ଦୁର୍ଭିକ୍ଷ ସୌଦାଗର

ହଳୁଧ ହେଇ ଉଠୁଛି ମୋ ଦୁଖର ଜୋହ୍ନ
ଏଇ ସହରର ମୁଁ ଜନେ ଦୁର୍ଭିକ୍ଷ ସୌଦାଗର

ରକତ ବୁନ୍ଦମାନେ ଳବନ ଯେମିତା ସ୍ୱାଦ
ଛାତିର ବିଷାଦମାନେ ସବୁଜ
ଏଇ ସହରର ମୁଁ ଜନେ ଦୁର୍ଭିକ୍ଷ ସୌଦାଗର

ଏଇ ସହରରେ ଥିଳା ମୋର ମାତାଳ ରାତିର ଗାନ
ଏବେ ଗାନମାନେ ଧାନର ପତାନ

ଏଇ ସହରରେ ସାଞ୍ଜ ବେଳେ
'ଦୁଷ୍ଟୁ ମେୟେର ମିଷ୍ଟି ହାଁସି'
ଏଇ ସହରର ମୁଁ ଜନେ ଦୁର୍ଭିକ୍ଷ ସୌଦାଗର

ଏଇ ସହରର ପଥ ସାପ ଯେମିତି ଅଂକାଁ-ବଂକାଁ
ସାର୍ଟ ଭିତରରେ ପ୍ରବେଶ କରି
ଦଂଶନ କରିଥାୟ କଳିଜା

ସତରେ
ଏଇ ସହରର ମୁଁ ଜନେ ଦୁର୍ଭିକ୍ଷ ସୌଦାଗର !

ණ କନ୍ଦର୍ପଜିତ କଳ୍ଳୋଳ